ଦକ୍ଷିଣ ଆଫ୍ରିକାରେ ଏ ପ୍ରକାର ଗଛ ଦେଖା ଯାଏ,ଯାହାର ପତ୍ରକୁ ଛିଣ୍ଡାଇ ଦେଲେ ଛିଙ୍କ ପରେ ଛିଙ୍କ ଆସିଥାଏ । ଏହି ଗଛର କଥା ଖଣ୍ଡ ପାଣିରେ ନ ଭାସି ବୁଡିଯାଏ ।
କପ ଗଛ
ମାଡା ଗାଷ୍ଟା ଦୀପରେ ଏପରି ଏକ ଗଛ ଦେଖାଯାଏ,ପତ୍ରଟି ଠିକ କପ ପରି,ବର୍ଷା ବେଳେ ଏହି ପତ୍ର ମାନଙ୍କରେ ପଣି ପୁରି ରହିଥାଏ,ବାଟୋଇ ମାନେ ସେ ପାଣି ପି ସୋସୋ ମେଣ୍ଟାଇଥାନ୍ତି,
ଲହୁଣୀ ଗଛ
ଆମେରିକାରେ ଏକ ପ୍ରକାର ଗଛ ଦେଖାଯାଏ ଯାହାର ଫଳ କୁ ଶୁଖାଇ ସେଥିରୁ ଲହୁଣୀ ବାହାର କରାଯାଏ,ଏହି ଲହୁଣୀ ପୁରା ଗାଈ କ୍ଷୀର ଲହୁଣୀ ପରି ଧଳା ଏବଂ ସୁସ୍ଵାଦ,ଏହାକୁ ବର୍ଷେ ପର୍ଯ୍ୟନ୍ତ ସାଇତି ରଖିହେବ।
ମହମବତୀ ଗଛ
ଆମେରିକାର ପାଜମା ରାଜ୍ୟରେ ଥିବା ଗଛ 4ଫୁଟ ଉଛତାର ,ଏହି ଗଛର ଫଳ ଅବିକଳ ମହମବତୀ ଭଳି ,ଏହି ଫଳ ପଶୁ ମାନଙ୍କର ପ୍ରିୟ,କଥାରେ ଅଛି ଯେଉଁ ପଶୁ ଏହି ଫଳ ଖାଇଥାଏ ତା ଦେହରୁ ମଧ୍ୟ ମହମବତୀ ବାସନା ବସିଥାଏ ,ସେଠାକାର ଲୋକୋ ସେହି ଫଳରୁ ତେଲ ବାହାର କରନ୍ତି।
ଏହି ଗଛର ଗଠନ ଏକ ବୋତଲ ପରି | ଏହା ବିଷାକ୍ତ ବୋଲି ମଧ୍ୟ ବିବେଚନା କରାଯାଏ | ଥରେ, ଶିକାର ଗଛରୁ ବାହାର କରାଯାଇଥିବା ରସକୁ ନିଜ ତୀରରେ ରଖି ଶିକାର କରୁଥିଲା |


