ଖାଦ୍ୟ ବିଶେଷଜ୍ଞ ମତରେ ନିୟମିତ ଅଣ୍ଡା ଖାଇବା ଶରୀର ପାଇଁ ଭଲ
- ସିଝା ଅଣ୍ଡା ଅଳ୍ପ ପରିମାଣ ର ଗୋଲୋ ମରୀଚ ଗୁଣ୍ଡ ପ୍ରୟୋଗୋ କରି ପିଲା ମାନଙ୍କୁ ଖାଇବାକୁ ଦେବା ଭଲ । ଏହା ସେମାନଙ୍କର ରୋଗୋ ପ୍ରତି ରୋଧକ ଶକ୍ତି ବଢାଇବାରେ କାମ ଦେଇଥାଏ ।
- ଅଣ୍ଡାକୁ ଆମଲେଟ କରି କିମ୍ବା ସିଝା କରି ଯେପରି ଖାଇଲେ ମଧ୍ୟ ସେଥିରେ ଅଳ୍ପ ପରିମାଣ ଲୁଣ ମିଶାଇ ଖାଇବା ଉଚିତ ,ଏହିପରି ଖାଇଲେ ଶରୀର ର ମେଦ ନିୟନ୍ତ୍ରଣ ହୋଇଥିବାର ପରୀକ୍ଷାରୁ ପ୍ରକାଶ ।
- ଜୀରା ଗୁଣ୍ଡ ର ପ୍ରୟୋଗୋ ମଧ୍ୟ ଏଥିରେ କରିବା ଭଲ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି ,ଯାହା ଫଳରେ ଶକ୍ତି ମିଳିଥାଏ
- ଅଣ୍ଡାକୁ ବ୍ୟବହାର କରି ଯେ କୌଣସି ବ୍ୟଞ୍ଜନକୁ ଅଲିଭ ତେଲରେ ରାନ୍ଧି ପ୍ରସ୍ତୁତ କରିବା ଉଚିତ ,ଏହା ତ୍ୱୋଚ ପାଇଁ ଏକ ଉତ୍ତମ ଖୋରାକ ବୋଲି ଜଣାପଡିଛି
- ସିଝା ଅଣ୍ଡା ରେ ନିଶ୍ଚିତ ରୂପେ ଲୁଣ ପ୍ରୋୟୋଗୋ ଦ୍ଵାରା ଶ୍ଵାସ ରୋଗୋ ପାଇଁ ଉତ୍ତମ ଅଟେ
- ଅଣ୍ଡା ରେ ଫାଟ ଓ କ୍ୟାଲୋରି କମ ପରିମାଣରେ ଥିବାରୁ ଏହା କୁ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ଭୋକୋ ଶୀଘ୍ର ହୋଇନଥାଏ ,ଦୈନିକ ଗୋଟିଏ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ଆମେରେକିୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି ।
--------------------------------------------------------------------------------------------ସବୁବେଳେ ହସ ଖୁସିରେ ରୁହନ୍ତୁ................ ଧନ୍ୟ ବାଦ
Fb-ଓଡ଼ିଆ ରେ ଜ୍ଞାନ /odiare.gyanaTwitter - @JBG5HfUbOtgViXc
ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତଳେ comment ରେ ଲେଖନ୍ତୁ. ନିଶ୍ଚିତ ଆପଣଙ୍କ comment ର article ଆପଣଙ୍କ ପାଖରେ ପହଞ୍ଚିବ |.......

Please write about any heart related yoga information
ReplyDeleteThank you
ReplyDelete