https://pagead2.googlesyndication.com/pagead/js/adsbygoogle.js?client=ca-pubxxx ଆପଣ ଜାଣିଛନ୍ତି କି କୋଷୀୟ ପୋଷୋଣ ଚିକିସ୍ୟ କଣ?nourishment cellular therapy
Type Here to Get Search Results !

ଆପଣ ଜାଣିଛନ୍ତି କି କୋଷୀୟ ପୋଷୋଣ ଚିକିସ୍ୟ କଣ?nourishment cellular therapy

 ମାନବ ଶରୀର କୋଟି କୋଟି ଜୀବକୋଷ କୁ ନେଇ ତିଆରି ହେଇଛି। ଆମ ଶରୀର ର  ପ୍ରତେକ କାର୍ଯ୍ୟ ଜୀବକୋଷୋ ମାନଙ୍କ ଦ୍ଵାରା ସଞ୍ଚାଳିତ ହୋଇଥାଏ , ଯେମିତିକି ଶ୍ଵାସ ପ୍ରଣାଳୀ ,ରେଚନ ପ୍ରଣାଳୀ, ସ୍ନାୟୁବିକ ପ୍ରଣାଳୀ, ରକ୍ତ ପ୍ରଣାଳୀ, ଅନେକ ପ୍ରଣାଳୀ ସବୁ ମୁଖ୍ୟତ। କୋଷୋ ସୁସ୍ଥ ରହିଲେ ଆମ ଶରୀର ସୁସ୍ଥ ରୁହେ। ଗବେଷକ ମାନେ ମଧ୍ୟ ମତପ୍ରକାଶ


କରିସାରିଛନ୍ତି,ପୁଷ୍ଟିକର  ପୋଷୋଣ ଖାଦ୍ୟ ଅଭାବ ହେଲେ ଆମ କୋଷୋ ଦୁର୍ବଳ ହୁଏ ,ଯାହା ଫଳରେ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ,ଏବଂ ଶରୀରରେ ରୋଗୋର ଲକ୍ଷଣ ଦେଖା ଦେଇଥାଏ। ତେଣୁ ଆଜିକ ବ୍ୟସ୍ତ ବହୁଳ ଜୀବନରେ ଏହି କୋଷିୟ ପଦ୍ଧତି ନିହାତି ଆବଶ୍ୟକ। ଏହି କୋଷୀୟ ପୋଷୋଣ ମାଧ୍ୟମରେ ଆମ ଶରୀର ପାଇଁ ଆବଶ୍ୟକ ଭିଟାମିନ,ମିନାରାଲ,ଫାଇବର,ଓ ଅନ୍ୟାନ୍ୟ ଗୁରୁତ୍ଵ ପୂର୍ଣ ପୁଷ୍ଟିକର ତତ୍ଵ ଉପାଦାନ ଏଥିରେ ରହିଅଛି।ଏ ସବୁ ତତ୍ଵ ଶରୀରକୁ ସଠିକ ପରିମାଣରେ ଶରୀରକୁ  ପୋଷୋଣ ଯୋଗାଇଥାଏ। ଯାହାଫଳରେ ଶରୀର ସୁସ୍ଥ ରହିବା ସଙ୍ଗେ ସଙ୍ଗେ ପ୍ରତିରୋଧକ ଶକ୍ତି ବଢିବା ସହ ମାରତ୍ମକ ରୋଗୋ ସହ ଲଢି ହୁଏ।

ଆଜିକ ସମୟରେ ରୋଗୋ କଣ ପାଇଁ ହାଉଛି?


ଆଜିକା ଆଧୁନିକ ଯୁଗରେ ସମସ୍ତେ ବ୍ୟସ୍ତ ଯେପରିକି ଜୀବନ ଶୈଳୀ ରେ ବ୍ୟତିକରମ, ପରିବେଶ ପ୍ରଦୂଷଣ,ଜଳବାୟୁ,ଆରମ ଦାଯକ ସରଞ୍ଜାମ ଦ୍ଵାରା ଶରୀରର କାର୍ଯ୍ୟ ପ୍ରଣାଳୀରେ ବାଧା ,ଭୋଜୋନ ରୁଚି ନିଜ ସ୍ଵାଦ ଅନୁସାରେ ଖାଇବା ,ଜଙ୍କ ଫୁଡ ଖାଇବା ଦ୍ଵାରା ଶରୀରରେ କୋଲେଷ୍ଟର ର ପରିମାଣ ବଢିବା,ସ୍ୱଳ୍ପ ପରିମାଣର ପନିପରିବା ଓ ଫଳ ସେବନ ଦ୍ଵାରା ଶରୀରେ କୋଷୋ ର ପରିମାଣ ହ୍ରାସ ,ଆଜିକ ସମୟରେ କାର୍ଯ୍ୟ ବ୍ୟସ୍ତତା ,ବିଶୃଙ୍ଖଳା କାର୍ଯ୍ୟ ପ୍ରଣାଳୀ ଦ୍ଵାରା ଆମ ଶରୀରରେ ଥିବା କୋଷୋ ନଷ୍ଟ ହେବାରେ ଲାଗେ ତେଣୁ ଶରୀରରେ ରୋଗୋ ବଢିବାରେ ଲାଗେ ଓ ରୋଗୋ ହେଇଥାଏ । 

ଆଜିର ବିଜ୍ଞାନ ଯୁଗରେ ଡାକ୍ତରୀ ଚିକିସ୍ୟା ଓ ଏଲୋପାଥିକ ଚିକିସ୍ୟା  ଅଧିକ ବେୟ ବହୁଳ ହେବ ସଙ୍ଗେ ସଙ୍ଗେ ଏଥିରେ ବ୍ୟବହାର ହେଉଥିବା ଔଷଧ ଗୁଡିକ ପ୍ରଭାବରେ ବିଭିନ ପାର୍ଶ୍ଵ ପ୍ରତକ୍ରିୟା  ସୃଷ୍ଟି ହୋଇ ଅନ୍ୟ ରୋଗୋ ଜନ୍ମ ନେଉଛି । କୋଷୋ ନଷ୍ଟ ହୋଇ ରୋଗୋ ସୃଷ୍ଟି ହେଉଛି। 

ତେଣୁ ସମ୍ପୂର୍ଣ  ପୋଷୋଣ ଥିବା ଖାଦ୍ୟ ପ୍ରତିଦିନ ଖାଇବା ନିହାତି ଅବଶ୍ୟକ କିମ୍ବା ଭଲ ଭଲ କୋମ୍ପାନି ର food supliments ନିହାତି ଖାଇବା ଜରୁରୀ ଯାହା ଦ୍ଵାରା ଏହି ସୁପ୍ଳିମେଣ୍ଟ ଶରୀରର ଅଭାବ ଥିବା ଭିଟାମିନ ମିନାରାଲ କୁ ତାଜା ରଖିବା ସହ କୋଷୋ ବିକାଶ ହୋଇଥାଏ ଯାହା ଫଳରେ କୋଷୋ ବଢିବା କାରଣରୁ ରୋଗୋ ହୋଇ ନଥାଏ ଓ ପ୍ରତିରୋଧକ ଶକ୍ତି ଦ୍ଵାରା ଶରୀରକୁ ବାହ୍ୟ ବାକ୍ଟେରିଆ ରୁ ରକ୍ଷା କରିଥାଏ।

ଏହି ସବୁ ସୁପ୍ଳିମେଣ୍ଟ କୌଣସି ଭଲ pharmacy କୋମ୍ପାନି ପାଖରୁ କିମ୍ବା mlm କମ୍ପାନି ମାନଙ୍କ ପାଖରେ ମିଳିଥାଏ। 


Post a Comment

0 Comments