https://pagead2.googlesyndication.com/pagead/js/adsbygoogle.js?client=ca-pubxxx ଏହାକୁ ପ୍ରତିଦିନ ଖାଇଲେ କୌଣସି ରୋଗୋ ହେଇନଥାଏ ।
Type Here to Get Search Results !

ଏହାକୁ ପ୍ରତିଦିନ ଖାଇଲେ କୌଣସି ରୋଗୋ ହେଇନଥାଏ ।



 ସ୍ପିରୁଲିନା 

ଏହା କଣ ?

କ୍ଷ୍ୟାରୀୟ ଜଳ ରେ ସୃଷ୍ଟି ହେଉଥିବା ନୀଳ  ସବୁଜ ରଙ୍ଗର ଶିଉଳି ଶୈବାଳ ଅଟେ , ଏହାର ଆକାର ଚକ୍ରା କୃତି ବା coil ସଦୃଶ୍ୟ ,

ଏଥିରେ ସର୍ବାଧିକ ପ୍ରୋଟିନ ଓ 60 % ରୁ ଅଧିକ ହଜମ ହେଇପାରୁଥିବା ଉଦ୍ଭିଦ ପ୍ରୋଟିନ ଥାଏ ,ତା ଛଡା ଅଧିକ ପରିମାଣରେ ବିଟାକେରୋଟିନ ,ଭିଟାମିନb 12 ଏବଂ ବିରଳ ଫ୍ୟାଟି GLA ରହିଛି । 

ଏହା  କଣ ନିହାତି କହିବ ଜରୁରୀ ?

ଗବେଷଣା ରୁ ଜଣା ପଡିଛି ଯେ ଏଥିରେ ବହୁତ ପରିମାଣରେ ମିନେରାଲ ଭିଟାମିନ ଅଛି ଓ ସ୍ୱାସ୍ଥ୍ୟ ନିମନ୍ତେ ମୁଖ୍ୟତ

ଶରୀର ର ରୋଗୋ ପ୍ରତିରୋଧୋ ଶକ୍ତିକୁ ବଢାଇ ଥାଏ ଓ ପୁନରଗଠିତ କରିଥାଏ

ଶରୀରରେ ବିଷକ୍ତ ପଦାର୍ଥ ଓ ପ୍ରାକୃତିକ ମଇଳା ନିଷ୍କାସନ ଶକ୍ତିକୁ ବଢାଇ ଥାଏ 

ଆଣ୍ଟି ଅକ୍ସିଡେନ୍ଟ  ସୁରକ୍ଷା ପ୍ରଦାନ କରି କ୍ୟାନ୍ସର ଆଶଙ୍କା କମ କରିଥାଏ 

ହୃତପିଣ୍ଡ ରେ ସଂଯୁକ୍ତ ରକ୍ତବାହୀ ନଳୀ କୁ ସୁସ୍ଥ ରଖିବା ସହ ଶରୀରରେ କୋଲେଷ୍ଟରଲ ପରିମାଣକୁ କମାଇଥାଏ 

ଏଥିରେ କଣ କଣ ଅଛି ?

13ଟି ଭିଟାମିନ ,13 ମିନାରାଲ, 4ଫାଇଟୋନୁଟୃଏଣ୍ଟ,3ପିଗମେଣ୍ଟ ,8କେରୋଟେନଟେଡ୍ସ ,18 ଏମିନୋ ଏସିଡ 

ଭିଟାମିନ ଏ,ବି1 ,ବି2,ବି3,ବି6,ବି12,ଇ  ଏଥିରେ ରହିଛି 

ଭିଟାମିନ ଏ (ଗାଈ କ୍ଷୀର ଓ ସେଓ )

ବି1 (ସାର୍ଦିନ ସମୁଦ୍ର ମାଛ ,ସବୁଜ ଲଙ୍କା )

ବି2(ଅଙ୍ଗୁର ,ଷ୍ଟ୍ରାବେରୀ ,)

ବି3 (ଲେମ୍ବୁ,କମଳା)

ବି6(ରୁଟି ଓ ଅନ୍ୟାନ୍ୟ )

ବି12(ଛେନା )

ଇ (ମାଂସ )


ମେକ୍ସିକୋ ର ଆଜତେକ ଜାତି ର ଲୋକୋମାନେ 500 ବର୍ଷ ପୂର୍ବରୁ ଏହାକୁ ବ୍ୟବହାର କରି ଆସୁଥିଲେ ଯାହାଫଳରେ ସେଠାକା ଲୋକୋଙ୍କୁ ରୋଗୋର ପରିମାଣ ବହୁତ ବହୁତ କମ ଥିଲା ଯାହା ଫଳରେ "ସଂଯୁକ୍ତ ରାଷ୍ଟ୍ର ଓ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ଏହା ଜାଣିବା ପରେ ଗବେଷଣ କରି ସ୍ପିରୁଳିନା କୁ ଖାଦ୍ୟ ରୂପେ ନିହାତି ଖାଇବା ପାଇଁ ପରାମର୍ଶ ଦେଇଛନ୍ତି,

ବ୍ରଣ ,ଏକଜିମ ,ଡେରମତିଜ,ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ, ମାଂସପେଶୀରେ ଯନ୍ତ୍ରଣା ,ସ୍ମରଣ ଶକ୍ତି ହ୍ରାସ, ଦ୍ରୁଷ୍ଟି ଶକ୍ତି ହ୍ରାସ ,ରକ୍ତ ହୀନତା ,ହୃଦ ରୋଗୋ ,ଦୁରବଲତା ,ଋତୁସରାବ ,ଶ୍ଵାସ ସମ୍ବଧୀୟ ,ଡାଇବେଟିସ ,ଦେହ ଫୁଲିବା କୌଣସି ସ୍ଥାନରେ ପାଣି  ଜମିବା ଏ ସବୁ ଲକ୍ଷଣ ଦୂର କରିଥାଏ ,

ହଜମ ଯୋଗ୍ୟ କି ନୁହେ? 

ଏହା 95% ପାଚ୍ୟ ବା ହଜମ ଅଟେ ଏହା ଶରୀରରେ ମଧ୍ୟ ରେ ସହଜରେ ତରଳ ହୋଇ ହଜମ ହୋଇଯାଇଥାଏ ,ଯେଉଁ ମାନଙ୍କର ହଜମ ଶକ୍ତି କମ କିମ୍ବା ଠିକ ନୁହେ କିମ୍ବା ଯେଉଁ ବୟସ୍କ ଲୋକୋ ମାନଙ୍କୁ ବିଭିନ ଖାଦ୍ୟ ଖାଇବା ପାଇଁ ବାରଣ କରାଯାଇଥାଏ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ମହତ୍ଵ ପୂର୍ଣ।

6 ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଏହାକୁ ଖାଇବା ନିହାତି ଆବଶ୍ୟକ ,ଯାହା ଫଳରେ ଶରୀରରେ କୋଷୋ ଠିକ ରୁହେ ପ୍ରତିରୋଧକୋ ଶକ୍ତି ବଢାଇଥାଏ ଯାହାଫଳରେ ରୋଗୋ ହେବାରୁ ରକ୍ଷା ମିଳିଥାଏ ।




ଭାରତୀୟ ମାନେ ରୋଗୋ ହେଲା ପରେ ମେଡିସିନ ଗ୍ରହଣ କରିଥାନ୍ତି ,କିନ୍ତୁ ବାହାର ଦେଶ ଗୁଡିକରେ ରୋଗୋ ନ ହେବ ପାଇଁ ଏହାକୁ ଖାଇଥାନ୍ତି ଯାହା ଫଳରେ ରୋଗୋ ହେଇନଥାଏ ,ତେଣୁ ଭାରତରେ ଅଧିକ ହସ୍ପିଟଲ ଓ ବଡ ବଡ ଫାର୍ମା କମ୍ପାନୀ ମାନେ ବ୍ୟବସାୟ କରୁଛନ୍ତି ,କାରଣ ଏଠି ଘରେ ଘରେ ରୋଗୀ,

ପୃଥିବୀର 60%ଲୋକୋ ହୃଦଗାତ କେବଳ ଭାରତ ରେ ହି ଦେଖା ଯାଇଥାଏ 



Post a Comment

0 Comments