ଆସିଛି କୋରୋନାର ଦ୍ୱିତୀୟ ଲହର ଯାହା ଫଳରେ ସାରା ରାଜ୍ୟ ରେ ଭୟର ବାତା ବରଣ। ଗୋଟିଏ ପଟେ ଅମାନିଆ ଜନତା ଆଉ ଅନ୍ୟପଟେ ଟିକା ଅଭାବ। ଏହାରି ଭିତରେ ହୁ ହୁ ହେଇ ବଢୁଛି କୋରୋନା । ଆଉ ଏହାକୁ ରୋକିବାକୁ ଓଡିଶା ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ତେବେ ଏହି ସମୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ଆସନ୍ତୁ ଜାଣିବା।
ମେ 5 ବୁଧବାର ଠାରୁ 19 ତାରିଖ ପର୍ଯ୍ୟନ୍ତ ସରକାରଙ୍କ Lockdown ।
କଣ ସବୁ ବନ୍ଦ ରହିବ ବୁଧବାର ଠାରୁ ।
ମେଳା, ପ୍ରଦର୍ଶନୀ, ମହୋତ୍ସବ, ସଭା ସମିତି ବନ୍ଦ।
ଟ୍ୟାକ୍ସି ଓ ଅଟୋରିକ୍ସା ସେବା,ସବୁ ଗୁଡ ବନ୍ଦ
ସିନେମାହଲ୍, ଜିମ୍, ସୁଇମିଂ ପୁଲ୍ ସମ୍ପୂର୍ଣ ବନ୍ଦ।
ବନ୍ଦ ରହିବ ବସ୍ ପରିବହନ ଓ ଅନ୍ତଃରାଜ୍ୟ ପରିବହନ।
ସବୁ କୋଚିଂ,ଯାତ୍ରା, ଅପେରା, ଓ ଶିକ୍ଷାନୁଷ୍ଠାନ, ସେଲୁନ, ସ୍ପା, ବିୟୁଟି ପାର୍ଲର ବନ୍ଦ।
ସବୁ ଧାର୍ମିକ ସ୍ଥଳରେ ଜନ ସମାଗମ ପୂରାପୂରି ବନ୍ଦ, କେବଳ ନୀତିକାନ୍ତି ଚାଲିବ।
ଶନିବାର ଓ ରବିବାରରେ ସଂପୂର୍ଣ୍ଣ ଲକ୍ଡାଉନ
ଶୁକ୍ରବାର ସନ୍ଧ୍ୟା ରୁ ସୋମବାର ସକାଳ ୫ ପର୍ଯ୍ୟନ୍ତ ସଟଡାଉନ।
କଣ ସବୁ ଖୋଲା ରହିବ ।
ସ୍ୱାସ୍ଥ୍ୟ ଓ ଜରୁରୀ ସେବା ନିହାତି ଖୋଲା ରହିବ ।