https://pagead2.googlesyndication.com/pagead/js/adsbygoogle.js?client=ca-pubxxx ଜାଣି ରଖନ୍ତୁ ନିହାତି
Type Here to Get Search Results !

ଜାଣି ରଖନ୍ତୁ ନିହାତି

 ଉତ୍ତମ ସ୍ୱାସ୍ଥ ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା ନିହାତି ଦରକାରି. ଅଧିକାଂଶ ସମୟରେ ଅଜ୍ଞତା ଅଭାବରୁ ଆମେ କେତକ ଭୁଲ କରିଥାଉ, ଯାହାର ପ୍ରତିକୂଳ ପ୍ରଭାବ ଶରୀର ଉପରେ ପଡିଥାଏ.


-ଚାହା ସହିତ ଦହି ଖାଆନ୍ତୁ ନାହିଁ

_ରସୁଣ ସହିତ ମହୁ ଜମାରୁ ଖାଆନ୍ତୁ ନାହିଁ

-ଘିଅ ମହୁ ସମ ପରିମାଣରେ ଖାଇବା ଉଚିତ୍ ନୂହେଁ

-ମାଛ ସହିତ ଆଖୁ, କ୍ଷୀର, ମୋହୁ ଖାଇବା ଦ୍ୱାରା ଚର୍ମ ରୋଗ ହୁଏ ଏବଂ କୋଷ୍ଠବଦ୍ଧତା ହୋଇଯାଏ |

-କ୍ଷୀର ଓ ସେଥିରୁ ତିଆରି ଖାଦ୍ୟ ପଦାର୍ଥ ସହ ଖଟା ଖାଇଲେ ବାନ୍ତି ହୋଇଥାଏ. ଶରୀର ର ପିତରସ ପାଇଁ ଖରାପ ହୋଇଥାଇପାରେ

-ମଦ୍ୟ ସହିତ କ୍ଷୀର କିମ୍ବା ଦହି ଖାଇଲେ ଶରୀର ପାଇଁ କ୍ଷତିକାରକ

-ମାଂସ ଖାଇ ଦୁଗ୍ଧ ସେବନ କଲେ ଝାଡ଼ା ବାନ୍ତି ହୋଇଥାଏ

-ଖରାଦିନେ ପୋଦିନା ସହିତ ତରଭୁଜ ଖାଇଲେ ହଜମ ହୋଇନଥାଏ

-ଚିକେନ୍, ମାଛ ଓ ଅଣ୍ଡା ଏକତ୍ର ଖାଇଲେ ଭବିଷ୍ୟତରେ ଅର୍ଶ ରୋଗ ର ସମସ୍ୟା ଦେଖା ଦେଇପାରେ

-ଦହି ସହିତ ଗରମ ପାଣି ପିଇଲେ ପେଟରେ ବିଷାକ୍ତ ପକ୍ରିୟା ସ୍ରୁଷ୍ଟି ହୁଏ

-କାକୁଡି ପିଜୁଳି କ୍ଷୀର ଖାଇ ଗରମ୍ ପାଣି ପିଇଲେ ଝାଡ଼ା ବାନ୍ତି ହୋଇଇପାରେ

-କଂସା ପାତ୍ରରେ ରଖି ଘିଅ ଖିଆ ଯାଇ ନଥାଏ

-ଦହି ସହିତ ଗୁଡ଼ ତେଲ ବେଲ ଓ ଲୁଣ ଖା ଆ ନ୍ତୁ ନାହିଁ

-କୋ ପୋ ତୋ  ମାଂସ କୁ ତେଲରେ ରାନ୍ଧି ଖା ଆ ନ୍ତୁ ନାହିଁ

----------------------------------------------------------------------------------------------------------------------------------------------------------------------------------------------------------------------------------------------------------

ପ୍ରଭୁ ଜଗନ୍ନାଥଙ୍କ ରହସ୍ୟ ଜାଣିବା ପାଇଁ 

https://odiare-gyana.blogspot.com/2021/03/blog-post_17.html

ହେଡ ଫୋନ ଯୋଗୁ କ୍ଷତି କଣ ଘଟୁଛି 

https://odiare-gyana.blogspot.com/2021/03/blog-post.html


----------------------------------------------------------------------------------------------------------------------------------------------------------------------------------------------------------------------------------------------------------

ଏ ଭଳି କିଛି ତଥ୍ୟ ଆପଣଙ୍କ ପାଇଁ ପ୍ରତିଦିନ  ଏ ବ୍ଲଗ୍ ରେ  ପହଞ୍ଚାଇବୁ ତେଣୁ ପ୍ରତିଦିନ ଭିଜିଟ୍ କରନ୍ତୁ 

:https://odiare-gyana.blogspot.com/

ଯଦି ଦୁନିଆ ବିଷୟରେ ଜାଣିବାକୁ ଚାହୁଁଛନ୍ତି ପଢ଼ନ୍ତୁ :-

https://factofgalaxy.blogspot.com/?m=1

ସବୁବେଳେ ହସ ଖୁସିରେ ରୁହନ୍ତୁ................ ଧନ୍ୟ ବାଦ 



Fb-ଓଡ଼ିଆ ରେ ଜ୍ଞାନ /odiare.gyana
Twitter - @JBG5HfUbOtgViXc

ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତଳେ comment ରେ ଲେଖନ୍ତୁ. ନିଶ୍ଚିତ ଆପଣଙ୍କ comment ର article ଆପଣଙ୍କ ପାଖରେ ପହଞ୍ଚାଇବା....... 


Tags

Post a Comment

0 Comments