https://pagead2.googlesyndication.com/pagead/js/adsbygoogle.js?client=ca-pubxxx ପ୍ଲାଷ୍ଟିକ୍ ପୁଣି ଚିଙ୍ଗୁଡି ମାଛ ରୁ
Type Here to Get Search Results !

ପ୍ଲାଷ୍ଟିକ୍ ପୁଣି ଚିଙ୍ଗୁଡି ମାଛ ରୁ

 ଆପଣ ମାନେ ଚିଙ୍ଗୁଡି ଖାଇଥିବେ ସତ. କେବେ ଭାବିଛନ୍ତି ଚିଙ୍ଗୁଡି ରୁ ପ୍ଲାଷ୍ଟିକ୍ ତିଆରି ହେଇପାରିବ


.

ସାଧାରଣତଃ ଆମେ ଚିଙ୍ଗୁଡି କିମ୍ବା କଙ୍କଡା ଚୋପା କୁ ଫୋପାଡି ଦେଉ.            ଏସବୁ ଅଦରକାରୀ ବର୍ଜ୍ୟବସ୍ତୁ ରୂପେ ଗଣାଯାଏ. କିନ୍ତୁ ନିକଟରେ ପି ଏଲ୍ ନାୟକ ଗବେଷଣାଗାରରେ  କିଛି ବୈଜ୍ଞାନିକ ଏକ ଅଭିନବ ଉପାୟରେ ଚିଙ୍ଗୁଡି ଏବଂ କଙ୍କଡା ଚୋପାରୁ 'କାଇ ତୋସିନ' ନାମକ ଏକ ଜୈବ ପଦାର୍ଥ ବାହାର୍ କରିଛନ୍ତି. ଏହି କାଇତୋସିନ ରେ ଔଷଧୟ ଗୁଣ ମଧ୍ୟ ଅଧିକ. ଦେହରେ କୌଣସି ସ୍ଥାନ କାଟି ହୋଇଥିଲେ ମଧ୍ୟ ଏହାକୁ ଲଗେଇଦେଲେ ଶୀଘ୍ର ଭଲ ହୋଇଥାଏ ଏଥିରୁ ଜୈବିକ କ୍ଷୟ ପ୍ଲାଷ୍ଟିକ୍ ମୁଣା ତିଆରି କରା ଚାଲିଛି. ଯାହାକି ମାଟିରେ ମଧ୍ୟ ମିଶିଯାଏ. ଆଗାମୀ ଦିନରେ ଏହାର ଚାହିଦା ବଢ଼ିବାରେ ସମ୍ଭାବନା ଅଛି. ପରିବେଶ ର ବାତାବରଣକୁ ନେଇକି... 




ଏ ଭଳି କିଛି ତଥ୍ୟ ଆପଣଙ୍କ ପାଇଁ ପ୍ରତିଦିନ  ଏ ବ୍ଲଗ୍ ରେ  ପହଞ୍ଚାଇବୁ ତେଣୁ ପ୍ରତିଦିନ ଭିଜିଟ୍ କରନ୍ତୁ 
:https://odiare-gyana.blogspot.com/

ଯଦି ଦୁନିଆ ବିଷୟରେ ଜାଣିବାକୁ ଚାହୁଁଛନ୍ତି ପଢ଼ନ୍ତୁ :-https://factofgalaxy.blogspot.com/?m=1
ସବୁବେଳେ ହସ ଖୁସିରେ ରୁହନ୍ତୁ................ ଧନ୍ୟ ବାଦ 
Fb-ଓଡ଼ିଆ ରେ ଜ୍ଞାନ /odiare.gyana
Twitter - @JBG5HfUbOtgViXc

ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତଳେ comment ରେ ଲେଖନ୍ତୁ. ନିଶ୍ଚିତ ଆପଣଙ୍କ comment ର article ଆପଣଙ୍କ ପାଖରେ ପହଞ୍ଚାଇବା....... 

Post a Comment

0 Comments