https://pagead2.googlesyndication.com/pagead/js/adsbygoogle.js?client=ca-pubxxx ରେଲୱେ department ରେ ସବୁବେଳେ ଇଲେକ୍ଟ୍ରି କରେଣ୍ଟ ରହିଥାଏ କଣ ପାଇଁ
Type Here to Get Search Results !

ରେଲୱେ department ରେ ସବୁବେଳେ ଇଲେକ୍ଟ୍ରି କରେଣ୍ଟ ରହିଥାଏ କଣ ପାଇଁ

 

ସର୍ବଦା ଆପଣ ଦେଖିଥିବେ କି ଆପଣ ଙ୍କ ର ଘରେ ଯେଉଁ ଲାଇନ ରହିଥାଏ ଏହା ବେଳେ ବେଳେ କଟିଯାଇଥାଏ I ପୁରା ସହର ରେ ବିଜୁଳି ଆସୁ କି ନ ଆସୁ କିନ୍ତୁ ରେଳଗାଡ଼ି ଉପରେ କୌଣସି ପ୍ରଭାବ ଆଦି ନ ଥାଏ କାରଣ ରେଳବାଇ ଲଇଁ 24X7 ରହିଥାଏ I

ରେଳବାଇ କୁ ଯେଉଁ ବିଜୁଳି ମିଳିଥାଏ ତାହା ସିଧା ପାୱାର ଗ୍ରୀଡ଼ ରୁ ଆସିଥାଏ I ଗ୍ରୀଡ଼ ଦ୍ୱାରା ଏହା କୁ ଏକ ସବଷ୍ଟେସନ କୁ ପାଠ ଯାଇଥାଏ I ଏହି ସବଷ୍ଟେସନ ରୁ ସିଧା 132 KV ର ସପ୍ଲାଇ ରେଳବାଇ କୁ କରାଯାଇଥାଏ I ପ୍ରତୋକ ରେଳ ଷ୍ଟେସନ ପାଖ ରେ ଏକ ସବଷ୍ଟେସନ ରହିଥାଏ I ଏବଂ ଏହି ସପ୍ଲାଇ କୁ OHE ଦ୍ୱାରା ଇଂଜିନ କୁ ଦିଆ ଯାଇଥାଏ I ଯାହା ଦ୍ୱାରା କି ଏହି ଲାଇନ କେବେ ହେଲେ ଟ୍ରିପ ହେଇ ନ ଥାଏ I ଯଦି ଗୋଟେ ଗ୍ରୀଡ଼ ବନ୍ଦ ହେଇଥାଏ ତେବେ ଅନ୍ୟ ଗ୍ରୀଡ଼ ଚାଲୁ କରାଯାଇଥାଏ I

ଅନ୍ୟପଟେ ଭାରତ ହେବି ଇଲେକ୍ଟ୍ରୋନିକ୍ସ ଲିମିଟେଡ଼ ( ଭେଲ ) ରେଳବାଇ ପାଁଇ ନିଜ ର 6000 ହର୍ଷ ପାୱାର ବିଦୂତ ଇଂଜିନ ବ୍ୟବହାର କରାଯାଇଥାଏ I ଏବଂ ଘନଶ୍ୟାମ ସିଂ ଭେଲ ର ନିର୍ମାତା ଏହା କୁ ଗ୍ରୀନ ସଂକେତ ଦେଇଛନ୍ତି I ବିଏଚଇଲ ତରଫରୁ ଏହି ଇଂଜିନ ଆରମ୍ଭ କରାଯାଉଛି ଏବଂ ଏହି ଇଂଜିନ ରେ ବ୍ରେକ ଲଗାଇଲେ ଆପେ ଆପେ ବିଜୁଳି ଶକ୍ତି ଉତ୍ପରଃନ ହେଇଥାଏ I ତେଣୁ ଏହି ଉପାୟ ରେ ଲାଇନ କାଟିବା ର କୌଣସି ପ୍ରଭାବ ରେଳବାଇ ଉପରେ ପଡି ନ ଥାଏ I ତେବେ ରେଳବାଇ ଭେଲ କୁ ଏପରି 30 ଗୋଟି ଇଂଜିନ ପ୍ରସ୍ତୁତ କରିବା ର ଏକ ବଡ଼ ଅଡ଼ର ମଧ୍ୟ ଦେଇଛନ୍ତି I

ଭାରତ ହେବି ଇଲେକ୍ଟ୍ରୋନିକ୍ସ ଲିମିଟେଡ଼ ତରଫରୁ ମେକ ଇନ ଇଣ୍ଡିଆ ସ୍କିମ ଅନୁସାରେ ଏହି ଇଂଜିନ ରେ ଡ୍ରାଇଭର ଙ୍କ ର ସୁବିଧା କୁ ବି ବିଶେଷ ଧ୍ୟାନ ଦିଆ ଯାଇଛି I ଏବଂ ଏଠାରେ ପ୍ରଥମ ଥର ରେଳ ଇଂଜିନ ରେ ଏସି ଓ ପାଣି ର ସୁବିଧା ବି କରାଯାଇଛି I ଏହି ଇଲେକ୍ଟ୍ରୋନିକ ଉତ୍ପାଦନ ଇଂଜିନ ରେ ଅତ୍ୟାଧୁନିକ ଟେକ୍ନୋଲୋଜି ର ବ୍ୟବହାର ବି ହେଇଚି I ଏବଂ ଏହା 3 ଫେଜ ର ଇଂଜିନ ଅଟେ I ଏବଂ ଏହା କୁ ଅଧିକାଂଶ ମାଲ ଗାଡି ଗୁଡିକ ରେ ବ୍ୟବହାର କରାଯିବ I

Post a Comment

0 Comments