ରାତିରେ ଲାଇଟ ଲିଭାଇ ଶୋଉଛନ୍ତି କି
ODIARE-GYANA
May 09, 2021
ନିକଟରେ ଲଣ୍ଡନ ର ଗବେଷକ ଦଳ ୬ ହଜାର ବ୍ୟକ୍ତିଙ୍କୁ କରାଇ ଏକ ଗବେଷଣ ଆରମ୍ଭ କରିଥିଲେ । ଏହି ପରୀକ୍ଷାରେ ଅନ୍ତର୍ଗତ ଲୋକୋଙ୍କୁ ଦୁଇ ଭାଗରେ ବିଭକ୍ତ କରାଗଲା । ପ୍ରଥମ ଭାଗ ବ୍ୟକ୍ତିଙ୍କୁ ରାତିରେ ବତୀ ଲିଭାଇ ଶୋଇବା ପାଇଁ ଓ ଅନ୍ୟ ଭାଗ ବ୍ୟକ୍ତି ଙ୍କୁ ବତୀ ଲଗାଇ ଶୋଇବାକୁ ପରାମର୍ଶ ଦିଆଗଲା । ପ୍ରାୟ ଦୁଇ ବର୍ଷ ର ଅନଧ୍ୟାନ ପରେ ଗବେଷକ ମାନେ ପରୀକ୍ଷାରୁ ତଥ୍ୟ ପ୍ରକାଶ କଲେ । ଏହି ସମୟରେ ଆମ ଶରୀର ବାହ୍ୟ ଏକ୍ଟିଭିଟି ବନ୍ଦ ରହିଥାଏ ଯାହା ଫଳରେ ରାତ୍ରି ସମୟରେ ଇଲେକଟ୍ରୋ ମଗନେଟିକ ଏକ୍ଟିଭିଟି ଅଧିକ ସକ୍ରିୟ ଥାଏ । ଯାହା ଆମ ଶରୀରକୁ ବହୁତ କ୍ଷତି ପହଞ୍ଚାଇ ଥାଏ ।ରାତିରେ ବତୀ ଲଗାଇ ଶୋଇଥିବା ବ୍ୟକ୍ତିଙ୍କ ନିଦ ପ୍ରଭାବିତ ହେବ ସହ ରକ୍ତଚାପ ବୃଦ୍ଧି ହୋଇଥାଏ ।ଏହି ବତୀ ଶୋଇଥିବା ଅବସ୍ତାରେ ମସ୍ତିସ୍କ ଉପରେ କୁ ପ୍ରଭାବ ପକେଇ ଥାଏ । ବିଭିନ୍ନ ପରୀକ୍ଷାରୁ ଜଣାପଡିଛି ନିୟମିତ ରାତିରେ ବତୀ ଲଗେଇ ଶୋଇଥିବା ବ୍ୟକ୍ତିଙ୍କ ଶରୀରରେ କର୍କଟ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ରାତିରେ ପୁରା ଅନ୍ଧାର ନ କରି ଜେରୋ ଲାଇଟ କିମ୍ବା ଳ୍ୟାମ୍ପ ଲାଇଟ ଲଗାଇ ଶୁଅନ୍ତୁ ବୋଲି ଗବେଷକ ମତ ପ୍ରକାଶ କରିଛନ୍ତି