https://pagead2.googlesyndication.com/pagead/js/adsbygoogle.js?client=ca-pubxxx ନିହାତି ଖାଇବା ଜରୁରୀ ଲବଙ୍ଗ
Type Here to Get Search Results !

ନିହାତି ଖାଇବା ଜରୁରୀ ଲବଙ୍ଗ

 ଖାଦ୍ୟ ବିଶେଷଜ୍ଞ ଙ୍କ ମତରେ ପ୍ରତିଦିନ ଲବଙ୍ଗ ଖାଇବା ଦ୍ଵାରା ଉପକାରୀ ହୋଇଥାଏ।ଚାହା ରେ ଲବଙ୍ଗ ମିଶେଇ ପିଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ।

ଚାମୁଚେ ଳେମ୍ବୁ ରସରେ ଦୁଇଟି ଲବଙ୍ଗ କୁ ଘଷି ତାହାକୁ ଦାନ୍ତରେ ଘାସିଲେ ଦାନ୍ତ ବିନ୍ଧରୁ ମୁକ୍ତି ମିଳେ।

ଅମ୍ଳ ରୋଗୀ ମାନେ ଲବଙ୍ଗ ଚୋବାଇ ଖାଇବା ଉଚିତ

ଦିନକୁ ଗୋଟେ କପ ପାଣି ଫୁଟାଇ ସେଥିରେ ଦୁଇଇ ଟି ଲବଙ୍ଗ ଗୁଣ୍ଡ କରି ମିଶାଇ ପରେ ସେ ପାଣି କୁ ପିଇବା ଦ୍ଵାରା ଅମ୍ଳ ରୋଗୋରୁ ମୁକ୍ତି ମିଳେ।

ନିୟମିତ ଲବଙ୍ଗ ଖାଇବା ଦ୍ଵାରା ମୁଖ ଦୁର୍ଗନ୍ଧ ହୋଇ ନଥାଏ

ଏକ ଲିଟର ପାଣିରେ8 ରୁ 10 ଲବଙ୍ଗ ଫୁଟାଇ ପିଇବା ଦ୍ଵାରା ଥଣ୍ଡା ସର୍ଦି ର ପରିମାଣ କମି ଥାଏ।ଏବଂ ଭଲ ମଧ୍ୟ ହୋଇଥାଏ

କେଶ ପାଇଁ ଲବଙ୍ଗ ଭଲ କଣ୍ଡିସନର ଭାବେ କାମ କରିଥାଏ।

5ଟି ଲବଙ୍ଗ କୁ ଗୁଣ୍ଡ କରି ଏକ ଚମୋଚ ଅଲିଭ ତେଲରେ ମିଶାଇ ନଖ ଉଷୁମ କରିବେ।ତାହାକୁ କେଶ ମୂଳରେ ମାଲିସ କରି 30 ମିନିଟ ପରେ କେଶକୁ ଧୋଇବେ ।କେଶ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ସୋରିଷ ତେଲ ରେ ଲବଙ୍ଗ ଫୁଟାଇ ଏହାକୁ ବେକ ପାଦରେ ମାଲିସ କାଲେ ବିନ୍ଧା ଯନ୍ତ୍ରଣରୁ ମୁକ୍ତି ମିଳେ

ଅବସାଦ ରୁ ମୁକ୍ତି ପାଇବାକୁ ଚାହୁଁ ଥିଲେ 3 ରୁ 4 ଟି ଲବଙ୍ଗ ଅଳ୍ପ ତୁଲସୀ ପତ୍ର ,ଅଳ୍ପ ପୋଦିନା ପତ୍ର ଓ ଗୋଟିଏ ଗୁଜୁରାତି ନେଇଅଧା ଲିଟର ପାଣିରେ ଫୁଟାନ୍ତୁ ପରେ ଥଣ୍ଡା କରି ସେ ପାଣି କୁ ପିଇବା  ଭଲ

ଏ ଥିଲା କିଛି ଅଳ୍ପ ଲବଙ୍ଗର ଉପକାରିତା.ୟ ବିଶେଷଜ୍ଞ ଙ୍କ ମତରେ ପ୍ରତିଦିନ ଲବଙ୍ଗ ଖାଇବା ଦ୍ଵାରା ଉପକାରୀ ହୋଇଥାଏ।ଚାହା ରେ ଲବଙ୍ଗ ମିଶେଇ ପିଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ।

ଚାମୁଚେ ଳେମ୍ବୁ ରସରେ ଦୁଇଟି ଲବଙ୍ଗ କୁ ଘଷି ତାହାକୁ ଦାନ୍ତରେ ଘାସିଲେ ଦାନ୍ତ ବିନ୍ଧରୁ ମୁକ୍ତି ମିଳେ।

ଅମ୍ଳ ରୋଗୀ ମାନେ ଲବଙ୍ଗ ଚୋବାଇ ଖାଇବା ଉଚିତ

ଦିନକୁ ଗୋଟେ କପ ପାଣି ଫୁଟାଇ ସେଥିରେ ଦୁଇଇ ଟି ଲବଙ୍ଗ ଗୁଣ୍ଡ କରି ମିଶାଇ ପରେ ସେ ପାଣି କୁ ପିଇବା ଦ୍ଵାରା ଅମ୍ଳ ରୋଗୋରୁ ମୁକ୍ତି ମିଳେ।

ନିୟମିତ ଲବଙ୍ଗ ଖାଇବା ଦ୍ଵାରା ମୁଖ ଦୁର୍ଗନ୍ଧ ହୋଇ ନଥାଏ

ଏକ ଲିଟର ପାଣିରେ8 ରୁ 10 ଲବଙ୍ଗ ଫୁଟାଇ ପିଇବା ଦ୍ଵାରା ଥଣ୍ଡା ସର୍ଦି ର ପରିମାଣ କମି ଥାଏ।ଏବଂ ଭଲ ମଧ୍ୟ ହୋଇଥାଏ

କେଶ ପାଇଁ ଲବଙ୍ଗ ଭଲ କଣ୍ଡିସନର ଭାବେ କାମ କରିଥାଏ।

5ଟି ଲବଙ୍ଗ କୁ ଗୁଣ୍ଡ କରି ଏକ ଚମୋଚ ଅଲିଭ ତେଲରେ ମିଶାଇ ନଖ ଉଷୁମ କରିବେ।ତାହାକୁ କେଶ ମୂଳରେ ମାଲିସ କରି 30 ମିନିଟ ପରେ କେଶକୁ ଧୋଇବେ ।କେଶ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ସୋରିଷ ତେଲ ରେ ଲବଙ୍ଗ ଫୁଟାଇ ଏହାକୁ ବେକ ପାଦରେ ମାଲିସ କାଲେ ବିନ୍ଧା ଯନ୍ତ୍ରଣରୁ ମୁକ୍ତି ମିଳେ

ଅବସାଦ ରୁ ମୁକ୍ତି ପାଇବାକୁ ଚାହୁଁ ଥିଲେ 3 ରୁ 4 ଟି ଲବଙ୍ଗ ଅଳ୍ପ ତୁଲସୀ ପତ୍ର ,ଅଳ୍ପ ପୋଦିନା ପତ୍ର ଓ ଗୋଟିଏ ଗୁଜୁରାତି ନେଇଅଧା ଲିଟର ପାଣିରେ ଫୁଟାନ୍ତୁ ପରେ ଥଣ୍ଡା କରି ସେ ପାଣି କୁ ପିଇବା ଭଲ

ଏ ଥିଲା କିଛି ଅଳ୍ପ ଲବଙ୍ଗର ଉପକାରିତା.

Post a Comment

0 Comments