ଆମେରିକା ର ଟେନିସ ସ୍ଥିତ କାରାଗାର, ବିଶ୍ୱର ଅନ୍ୟତମ ଭୟଙ୍କର ଜେଲ ଭାବରେ ଜଣା ଯାଏ.
1992 ରୁ ବନ୍ଦ ହୋଇ ପଡିଥିବା ଏହି ଜେଲ ରେ ବର୍ତମାନ ସରୀସୃପ ଓ ଅନ୍ଧାର ର ରାଜୁତି ଚାଲିଛି 1898 ରେ ନିର୍ମିତ ହେଇଥିବା ଏହି ଜେଲ ରେ 800 ଜଣ କଏଦୀ ରହିବା ପାଇଁ ବନ୍ଦୋବସ୍ତ ଥିଲି କିନ୍ତୁ ପରେ 1200 କଏଦୀଙ୍କୁ ରଖିବା ପାଇଁ ବ୍ୟବସ୍ତା କରାଗଲା.
ଇତିହାସ ପୃଷ୍ଠା ରୁ ଜଣାଯାଇ ଅଛି ଯେ ଅତି ବର୍ବର ଭାବେ କଏଦୀ ରଖା ଯାଉଥିଲା.
ଦିନକୁ ଥରେ ଖାଇବାକୁ ଦିଆ ହଉଥିଲା,ପିଇବା ପାଣି ଜାଗାରେ, toilet ଖରାପ ପାଣି ଦିଆ ଯାଉଥିଲା.
ବଳକାରୀ ଅଭିଯୁକ୍ତ ମାନକୁ ନିର୍ମମ ଓ ଅମାନବୀୟ ଭାବେ କଏଦୀ ସମ୍ମୁଖରେ ମୃତ୍ୟୁ ଦଣ୍ଡ ଦିଆ ଯାଉଥିଲା ବୋଧ୍ ହୁଏ ସେ ସମୟରେ ସେ କାରଣରୁ ଆମେରିକାରେ ବଳାତ୍କାରୀ ସଂଖ୍ୟା ହ୍ରାସ ପାଇଥିଲା ବୋଲି ବିଶେଷଜ୍ଞମାନଂକ ମତ.
1980 ବେଳକୁ ଆମେରିକା ବାସିନ୍ଦା ଏ ଜେଲର ନିର୍ମମ ଅତ୍ୟାଚାର ଉପରେ ତଥ୍ୟ ପାଇଥିଲେ.
ଏବଂ ଏହା କୁ ବନ୍ଦ କରିବା ନିମନ୍ତେ ଆନ୍ଦୋଳନ କରିଥିଲେ. ଶେଷରେ ଲୋକୋ ଙ୍କ ଦାବି ସାମ୍ନାରେ ଆମେରିକା ସରକାର ମୁଣ୍ଡ ନୁଆଇଁ ଜେଲ ଟିକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା. ପରବର୍ତ୍ତୀ ସମୟରେ ଏ ଜେଲ କୁ ପୁରା ପୁରି ବନ୍ଦ କରି ସିଲ୍ ମାରିଥିଲା. ଏହି ଜେଲ ରେ ହଲିଉଡ ଚଳଚ୍ଚିତ୍ର '' ଗ୍ରୀନ ମାଇଲ ''
ଶୁଟିଂ ହୋଇଥିଲା. ସିନେଇଉନିଅନ୍ ସଦସ୍ୟ ଙ୍କ ମତରେ ଏହି ଜେଲ ରେ ଏକୁଟିଆ ବୁଲିବାକୁ ଭୟ ଲାଗିଥାଏ. ଏଠାରେ ଉଚ୍ଚ energy ର frequency ମଧ୍ୟ ଆସୁଥାଏ. ସରୀସୃପ ବାସ କରୁଥିବା ସହ ରାତିବେଳା କିଛି ଚିତ୍କାର ଶୁଭିଲା ଭଳି ଆବାଜ ଏବେ ବି ଶୁଭେ ବୋଲି ସେଠିକାର ବାସିନ୍ଦା ମତ ପ୍ରକାଶ କରିଛନ୍ତି...
ଶୁଟିଂ ହୋଇଥିଲା. ସିନେଇଉନିଅନ୍ ସଦସ୍ୟ ଙ୍କ ମତରେ ଏହି ଜେଲ ରେ ଏକୁଟିଆ ବୁଲିବାକୁ ଭୟ ଲାଗିଥାଏ. ଏଠାରେ ଉଚ୍ଚ energy ର frequency ମଧ୍ୟ ଆସୁଥାଏ. ସରୀସୃପ ବାସ କରୁଥିବା ସହ ରାତିବେଳା କିଛି ଚିତ୍କାର ଶୁଭିଲା ଭଳି ଆବାଜ ଏବେ ବି ଶୁଭେ ବୋଲି ସେଠିକାର ବାସିନ୍ଦା ମତ ପ୍ରକାଶ କରିଛନ୍ତି...
ଏ ଥିଲା କିଛି ସେ ଭୟାନକ ଜେଲର ଛୋଟ ସାରାଂଶ...
ଆପଣଙ୍କ ପାଇଁ ପ୍ରତିଦିନ ଏମିତି କିଛି ଜଣା ଶୁଣା କଥା ଏ ବ୍ଲଗ୍ ରେ ପହଞ୍ଚାଇବୁ ତେଣୁ ପ୍ରତିଦିନ ଭିଜିଟ୍ କରନ୍ତୁ
:https://odiare-gyana.blogspot.com/
ଯଦି ଦୁନିଆ ବିଷୟରେ ଜାଣିବାକୁ ଚାହୁଁଛନ୍ତି ପଢ଼ନ୍ତୁ :-https://factofgalaxy.blogspot.com/?m=1
ସବୁବେଳେ ହସ ଖୁସିରେ ରୁହନ୍ତୁ................ ଧନ୍ୟ ବାଦ
Fb-ଓଡ଼ିଆ ରେ ଜ୍ଞାନ /odiare.gyana
Twitter - @JBG5HfUbOtgViXc
ସବୁବେଳେ ହସ ଖୁସିରେ ରୁହନ୍ତୁ................ ଧନ୍ୟ ବାଦ
Fb-ଓଡ଼ିଆ ରେ ଜ୍ଞାନ /odiare.gyana
Twitter - @JBG5HfUbOtgViXc
ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତଳେ comment ରେ ଲେଖନ୍ତୁ. ନିଶ୍ଚିତ ଆପଣଙ୍କ comment ର article ଆପଣଙ୍କ ପାଖରେ ପହଞ୍ଚାଇବା.......