https://pagead2.googlesyndication.com/pagead/js/adsbygoogle.js?client=ca-pubxxx ପୂର୍ବଜ ବଂଶ ଡାଇନେସୋର୍ .
Type Here to Get Search Results !

ପୂର୍ବଜ ବଂଶ ଡାଇନେସୋର୍ .


 ଜଳଚର ପ୍ରାଣୀ ଅକ୍ଟୋପସ ଉପରେ 6 ବର୍ଷ ପରୀକ୍ଷା କରି କାନାଡାର ଗବେଷକ ଗଣ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି. ଗବେଷକଙ୍କ ମତରେ ଅକ୍ଟୋପସର ଜନ୍ମ 296 ମିଲିୟନ ବର୍ଷେ ପୂର୍ବେ ହୋଇଥିବା ଅନୁମେୟ. ଚିକାଗୋ ସଂଗ୍ରହାଳୟ ରେ ବିଶ୍ୱର ସର୍ବ ପୁରାତନ ଅକ୍ଟୋପସର ଜୀବାଶ୍ମ ରହିଛି. ଡାଇନୋସୋର ପୂର୍ବରୁ ଅକ୍ଟୋପସର ସତା ପୃଥିବୀରେ ରହିଛି ଏ ପ୍ରାଣୀ ଟି ଗଭୀର ପାଣିରେ ବିଚରଣ କରୁଥିବାରୁ ପରିବେଶ ପରିବର୍ତ୍ତନ ପ୍ରଭାବରୁ ବର୍ତ୍ତୀ ରହିଥିବାର ଗବେଷକଙ୍କ ମତ. ପରୀକ୍ଷାରୁ ଜଣା ପଡ଼ିଚି ଯେ 300 ରୁ ଅଧିକା ପ୍ରଜାତିର ଅକ୍ଟୋପସର ବିଷାକ୍ତ ଅଟନ୍ତି. ଏହି ପ୍ରଜାତିର ଅକ୍ଟୋପସ ନିଜ ବିଷ ରେ ମନୁଷ୍ୟକୁ ଅକ୍ଷମ କରିଦିଏ. କେତୋଟି ମାଇ ପ୍ରଜାତିର ଅକ୍ଟୋପସ ଥରକରେ 200000 ଅଣ୍ଡା ଦେଇଥିବାର ଜଣା ପଡିଛି. 

Post a Comment

0 Comments