https://pagead2.googlesyndication.com/pagead/js/adsbygoogle.js?client=ca-pubxxx ଇଅର୍ ଫୋନ ବା ହେଡଫୋନ ଦ୍ଵାରା ଆମର କ୍ଷତି
Type Here to Get Search Results !

ଇଅର୍ ଫୋନ ବା ହେଡଫୋନ ଦ୍ଵାରା ଆମର କ୍ଷତି



 ହେଡ ଫୋନ ବା ଇଅର୍ଫୋନ ସବୁଠାରୁ ଅଧିକ ବ୍ୟବହାର ଗୀତ ଶୁଣିବାରେ ହିଁ କରା ଯାଉଛି. ମୋବାଇଲ ଫୋନ ସହ ସଂଲଗ୍ନ ହୋଇ ବିକ୍ରି ହଉଚି.                             ମୁଖ୍ୟ ଉଦ୍ଦେଶ୍ୟ କଥା ବାର୍ତ୍ତା ଶୁଣିବା ଓ କହିବାରେ ଯେଭଳି ଅସୁବିଧା ନ ଉପୁଜେ. ଆଧୁନିକ ଯୁବ ପିଢି କିନ୍ତୁ ଅଗ୍ରଗତି କରି ଏହାକୁ ସଙ୍ଗୀତ ସହ ଜଡିତ କରିଦେଲା. ବ୍ରିଟେନ୍ ର ଏକ  ଆନ୍ତର୍ଜାତୀୟ ଅନୁଷ୍ଠାନ ସର୍ବେକ୍ଷଣରୁ ଜଣାପଡିଛି, ବିଶ୍ୱରେ ଆବେ 1 କୋଟି ଲୋକୋ ଏହି ହେଡ ଫୋନ ବା ଇଅର୍ଫୋନ ଦ୍ଵାରା ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି. 2031 ସୁଦ୍ଧା ଏ ସଂଖ୍ଯା ଦେଢ କୋଟିରୁ ଉର୍ଦ୍ଧ କୁ ଚାଲିଯିବ ବୋଲି ଅନୁମାନ କରାଯାଉଛି.



 ନିୟମିତ ଭାବେ ସଙ୍ଗୀତ ଶୁଣିବା ଦ୍ଵାରା ଶ୍ରବଣ ଶକ୍ତି ର ପୂର୍ଣ୍ଣ ଭାବେ ପ୍ରଭାବିତ ହଉଛି. ଚୀନ ର ଏକ ଗବେଷକ ଦଳ ଏହା ଉପରେ ଗବେଷଣା ଚାଲୁ ରଖିଛନ୍ତି. ଗୀତ ଶୁଣିବା ଦ୍ଵାରା କାନ ର ପରଦା କ୍ଷତି ଗ୍ରସ୍ତ ହୋଇଥାଏ. ଦୈନିକ 25 ମିନିଟ୍ ରୁ ଅଧିକା ଶୁଣିଲେ ଧୀରେ ଧୀରେ ଆମର ପରଦା ଉପରେ ବାଧା ସ୍ରୁଷ୍ଟି ହେଇଥାଏ ଦିନକୁ ଦିନ କମ୍ ଜୋର୍ ହେବାରେ ଲାଗିଥାଏ ଯାହା ଫଳରେ ବୟସ ବଢିବା ଦ୍ଵାରା ଶ୍ରବଣ ଶକ୍ତି ର ଅଭାବ ଅଧିକ ମାତ୍ରା ରେ ଦେଖା ଦେଇଥାଏ. ସବୁଠାରୁ ଅଧିକ କ୍ଷତିଗ୍ରସ୍ତ 15 ବର୍ଷ ରୁ କମ୍ ବୟସ ର ପିଲାମାନେ ହେଇଥାନ୍ତି. ଗବେଷକଙ୍କ ମତରେ ସାନ୍ଧ୍ରତା କେବଳ 7 ମିନିଟ୍ ପର୍ଯ୍ୟନ୍ତ ଗୀତ ଶୁଣିଲେ ବେଶୀ କ୍ଷତି ହୋଇ ନଥାଏ. ସବୁବେଳେ ଶାନ୍ତ ପରିବେଶରେ ଗୀତ ଶୁଣିଲେ ବିଶେଷ କ୍ଷତି ହୋଇନଥାଏ. ଅତ୍ୟଧିକ ଶୁଣିବା ଦ୍ଵାରା ବ୍ରେନ ରେ ଚାପ ସ୍ରୁଷ୍ଟି କରିଥାଏ.


* ରାସ୍ତାରେ ଚାଲିଲା ବେଳେ କିମ୍ବା ଗାଡି ଚଳାଇଲେ ବେଳେ ଇଅର୍ ଫୋନ ଠାରୁ ଦୂରରେ ଯଥା ସମ୍ଭବ ଦୂରରେ ରୁହନ୍ତୁ. 


-----------------------------------------------------------------------------------





ଧନ୍ୟବାଦ୍.

ଏଭଳି କିଛି ଇନ୍ଟ୍ରେଷ୍ଟିଙ୍ଗ ଦୁନିଆ ବିଷୟରେ ଜାଣିବାକୁ ହେଲେ

 visit କରନ୍ତୁ:-https://factofgalaxy.blogspot.com/

Post a Comment

0 Comments